STORYMIRROR

Sushantkumar Pradhan

Inspirational

3  

Sushantkumar Pradhan

Inspirational

ଜଟିଳ ଜଂଜାଳ

ଜଟିଳ ଜଂଜାଳ

1 min
13.4K


 

ଉପର ବାଲାରେ ଉପରବାଲା 

ଲଗେଇଛୁ କିଆଁ ଏମିତି ପାଲା 

ସଂସାର ଜଂଜାଳ ଏମିତି ଜଟିଳ 

କାନ୍ଦି କାନ୍ଦି ମୋର ଜୀବନ ଗଲା ।।

ଆତ୍ମୀୟତା ଏଠି ପଡିଯାଏ ବଂଧା 

ପିରତୀର କାଠଗଡାରେ 

ବିଶ୍ୱାସ ଭରସା ମଳିନ ପଡଇ 

ପ୍ରେମର ଛଳନା ଫାଶରେ ।।

ହସର ପସରା ମିଳେନାହିଁ ଏଠି 

ଝରେ ଲୁହ ଲହୁ ଝରଣା 

ସମ୍ପର୍କର ମାନେ ଖୋଜେ ନାହିଁ କେହି 

ବୁଝେନା ଅନ୍ତର ବେଦନା ।।

 ସୁଶାନ୍ତ ପ୍ରଧାନ 

   ବଂଧହୁଡା

ନରସିଂହପୁର କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational