STORYMIRROR

Manaswini Dash

Inspirational

3  

Manaswini Dash

Inspirational

ଜ୍ଞାନ

ଜ୍ଞାନ

1 min
237

ହେ ଜ୍ଞାନ !

ସମସ୍ତ ସକ୍ରିୟତାକୁ ଲଙ୍ଘି 

ନିର୍ଜନ, ନିଃସଙ୍ଗତା କୂଳେ 

ଭାବନାର ତରଙ୍ଗକୁ ଭାଙ୍ଗି 

କଳ୍ପନା ଆଉ ବିଶ୍ଳେଷଣ ମାଳେ 

ସମସ୍ତ ସଂଚିତ ଗର୍ବକୁ ଫିଙ୍ଗି 

ମନେ ଆଜି ବାସ୍ତବତା ତୋଳେ 

ହେ ଜ୍ଞାନ !ତୁମେ ଯେ ଅସୁମାରୀ 

ସମସ୍ତ ଅଜ୍ଞତାକୁ ସମର୍ପିଲି ତୁମ କୋଳେ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational