STORYMIRROR

Reeta aparajeeta Mohanty

Fantasy

3  

Reeta aparajeeta Mohanty

Fantasy

ଜନ୍ମସ୍ଥାନ ଯେବେ ଯାଏ - ରୀତା

ଜନ୍ମସ୍ଥାନ ଯେବେ ଯାଏ - ରୀତା

1 min
222

ମୁଁ ଯେବେ ମୋ ଜନ୍ମସ୍ଥାନକୁ ଭୁଲିଯାଏ

ମୁଁ ନିଜେ ନିଜେ ଚୁଲବୁଲି ପ୍ରଜାପତିରେ

ବଦଳିଯାଏ।

ମୋ ସ୍କୁଲ କଲେଜ ସବୁ

ହାତ ବଢ଼େଇ ଡ଼ାକେ

ଆମ ଛୋଟ ବେଳର ସବୁ ସ୍ମୃତି

ଆଖି ଆଗରେ ଠିଆ ହୁଏ

ବାପା ସହ ଦଶହରା ବୁଲା

ମା'ଙ୍କ ସହ ବଜାର ବୁଲା

ସେ ସ୍ମୃତି ସବୁ ଅଭୁଲା

ଦୁଇ ଭାଇଙ୍କ ସହ ମସ୍ତି

କ୍ରିକେଟ ଖେଳ ଦେଖା ସବୁ ମନେପଡେ।

ଘରକୁ ଆସିଲେ

ଘର ମତେ ତା ସ୍ନେହରେ

ଜାବୁଡ଼ି ଧରେ ଗୋଟାପଣେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy