Liza Senapati
Abstract
ମା ତୁ ମୋ ଜନ୍ମର କାରଣ ଏକ,
କେତେ ତପସ୍ୟା କେତେ ଯନ୍ତ୍ରଣାର ,
ମୁଁ ଏକ ସୁନ୍ଦର ପ୍ରାପ୍ତି ତୁମ ପାଇଁ।
ଆଜି ଏଇ ଜନ୍ମଦିନେ ମୋର,
ତୁମ ଦ୍ବାରା ପାଇଥିବା ସୁନ୍ଦର ଉପହାର
ଏ ଜୀବନଟା ପରା ତୁମର।
ଏ ଦିନକୁ କେମିତି ଭୁଲିହବ,
ଯୋଉଦିନ ମୋ କ୍ରନ୍ଦନ ,
ତୁମ ଉଲ୍ଲାସର ଥିଲା କାରଣ।
କିଛି
ଜୀବନ
ବନ୍ଧନ
ପ୍ରେମ
ଅପରିଚିତ
ଯାଦୁ
ଶୀତ ଋତୁ
ପରିବାର
ହିରୋ
ମୋ ଦେଶ
ପରମବ୍ରହ୍ମ ଗୁରୁ ପରମବ୍ରହ୍ମ ଗୁରୁ
ଜୀବନ ଯୁଦ୍ଧରେ ସାହସେ ଲଢିବା ଜିତିବା ଶିଖାଅ ତୁମେ || ତୁମ କୃପା ବାରି ପାଥେୟ ସବୁରି ଜୀବନ ଯୁଦ୍ଧରେ ସାହସେ ଲଢିବା ଜିତିବା ଶିଖାଅ ତୁମେ || ତୁମ କୃପା ବାରି ପାଥେୟ...
ଦେବଭୂମି ହିମାଳୟ ଦେବଭୂମି ହିମାଳୟ
ଆଉ ଥରେ ଆସ ପ୍ରଭୁ ଚକ୍ରଧର ଆଉ ଥରେ ଆସ ପ୍ରଭୁ ଚକ୍ରଧର
ଭଦ୍ରାକାଳେ ରାକ୍ଷୀ ମନା ଭଦ୍ରାକାଳେ ରାକ୍ଷୀ ମନା
ଗୁରୁ ଦିବସ ଗୁରୁ ଦିବସ
ଅମୃତର ଏ କାଳ ଅମୃତର ଏ କାଳ
ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ
ପ୍ରଶ୍ନ ଟିଏ ତୁମ ପାଇଁ ପ୍ରଶ୍ନ ଟିଏ ତୁମ ପାଇଁ
ରକ୍ଷା ବନ୍ଧନ କରିବା ରକ୍ଷା ବନ୍ଧନ କରିବା
ତୁମର ବିଶ୍ୱ ସ୍ତରର ଆତିଥ୍ୟ, ଚମତ୍କାର ପର୍ଯ୍ୟଟନ ସ୍ଥାନ, ଦୂର ଦୂରାନ୍ତରୁ ପରିଦର୍ଶକଙ୍କୁ ଆକର୍ଷିତ କରନ୍ତୁ | ... ତୁମର ବିଶ୍ୱ ସ୍ତରର ଆତିଥ୍ୟ, ଚମତ୍କାର ପର୍ଯ୍ୟଟନ ସ୍ଥାନ, ଦୂର ଦୂରାନ୍ତରୁ ପରିଦର୍ଶକଙ୍...
ସ୍ନେହ ମମତାର ଅଭୁଲା ରାକ୍ଷୀ ସ୍ନେହ ମମତାର ଅଭୁଲା ରାକ୍ଷୀ
ମୋ ଦେଶ ମୋ ଦେଶ
ଚଳନ୍ତା ଟ୍ରେନ ଚଳନ୍ତା ଟ୍ରେନ
ଭାବର ଠାକୁର ଭାବର ଠାକୁର
ଜୀବନ କାଇଁ ଜୀବନ କାଇଁ
ଚନ୍ଦ୍ରଯାନ ଆଜି ସାଜିଛି ଦୂତ ଭାଣିଜି ପଠାଏ ନାମ ଭାରତ ।। ତା ହାତରେ ମୁହିଁ ଚିଠିଟି ଦେଲି ଆଦରେ ପ ଚନ୍ଦ୍ରଯାନ ଆଜି ସାଜିଛି ଦୂତ ଭାଣିଜି ପଠାଏ ନାମ ଭାରତ ।। ତା ହାତରେ ମୁହିଁ ଚିଠିଟି...
ଭୁଲିବାନି କାଳଜୟୀ ସ୍ରଷ୍ଟାଙ୍କ ଲେଖନୀରୁ ସୃଷ୍ଟ ବହୁ କାବ୍ୟ ଧାରାକୁ ଭୁଲିବାନି କାଳଜୟୀ ସ୍ରଷ୍ଟାଙ୍କ ଲେଖନୀରୁ ସୃଷ୍ଟ ବହୁ କାବ୍ୟ ଧାରାକୁ
ଶଙ୍ଖ, ଚକ୍ର, ଗଦା ଓ ଶାର୍ଙ୍ଗଧନୁରୂପକ ଉତ୍ତମ ଆୟୁଧଗୁଡିକୁ ଧାରଣ କରିଥିବା ଶଙ୍ଖ, ଚକ୍ର, ଗଦା ଓ ଶାର୍ଙ୍ଗଧନୁରୂପକ ଉତ୍ତମ ଆୟୁଧଗୁଡିକୁ ଧାରଣ କରିଥିବା
ମଣିଷ ଜାତି ଆଜି ହୋଇଛି ଅମଣିଷ ମଣିଷ ପଣିଆ ଭୁଲି ମାନବ ରୂପୀ ଦାନବ ସାଜିଛି ଏ ମଣିଷ ନାହିଁ ନୀତି ନା ମଣିଷ ଜାତି ଆଜି ହୋଇଛି ଅମଣିଷ ମଣିଷ ପଣିଆ ଭୁଲି ମାନବ ରୂପୀ ଦାନବ ସାଜିଛି ଏ ମଣିଷ ...