STORYMIRROR

Secret Superstar

Inspirational Others

4  

Secret Superstar

Inspirational Others

ଜିତିବ ଓଡିଶା ପୁଣିଥରେ

ଜିତିବ ଓଡିଶା ପୁଣିଥରେ

1 min
14

ଏ ନିୟମ ନୀତି

    ଭୁଲିଯା ନି ତୁ କିଛି

  ଏହା ଆମ ବଞ୍ଚିବା ପାଇଁ କି 

  କୋରନା ବିରୁଦ୍ଧେ ଲଢିବା ପାଇଁ କି 


ଆମ ଦେଶ ଆମ ସମାଜ ପାଇଁ 

ଆମ ପରିବାର ଆମ ଜୀବନ ପାଇଁ


    ପୁଣିଥରେ

ରହିଯିବା ଯଦି ଟିକେ ଘରେ 

ହାରିବ କରୋନା ଜିତିବ ଓଡିଆ ପୁଣିଥରେ ।


ନାହିଁ ସ୍ବାର୍ଥ ସରକାର ର ଏହି କଠୋର ନିୟମେ 

ବିରୋଧ ନକରି ଘରେ ରହିବା ସୁସ୍ଥ ଭାବେ 

ହୋମ୍ କ୍ୱାରେଣ୍ଟିନ 

 ଆମ ଓଠେ ହସ ଦେଖିବା ପାଇଁ ।


ଏହାର କରି ଅପବ୍ଯବହାର 

କରନା ଦୁଃଖକୁ ନିଜର 

ଆମ ଦେଶ ଆମ ସମାଜ ପାଇଁ 

ଆମ ପରିବାର ଆମ ଜୀବନ ପାଇଁ ।


  ଦେଖାଦେଲେ ଲକ୍ଷଣ କରୋନାର 

  ନଲୁଚାଇ ପରୀକ୍ଷା ଆଗେ କର 

  ପୁଣିଥରେ 

ରହିଯିବା ଯଦି ଟିକେ ଘରେ


ହାରିବ କରୋନା ଜିତିବ ଓଡିଆ ପୁଣିଥରେ ।।


 ମାସ୍କ ମୁହଁ ରେ

 ହାତେ ସାନିଟାଇଜର 

 ଘରୁ ବାହାରିଲେ ଜରୁରୀ କାମେ 

 ସାମାଜିକ ଦୂରତା ରକ୍ଷା କରିବା ଆଗେ 


ଆମ ଦେଶ ଆମ ସମାଜ ପାଇଁ 

ଆମ ପରିବାର ଆମ ଜୀବନ ପାଇଁ 

କରିବାନି ମଜାକ୍ ମାସ୍କ ର 

ଖିଲାପ ସାମାଜିକ ଦୂରତାର ।


  ପୁଣିଥରେ 

ବାସ୍ ଆଉ ଟିକେ 

ସବୁକିଛି ମାନିନେବା ଯଦି ଆନନ୍ଦେ  


ହାରିବ କରୋନା ଜିତିବ ଓଡ଼ିଆ ପୁଣିଥରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational