ଜିତ୍
ଜିତ୍
ଇନେ ହଜାରେ ଲୋକ୍
ତତେ ଅଟକାଵେ
ଵଢତି ଦିଗେ ଜିଵାର୍ ଲାଗି
ହେଲେ ତୁଇ ଅଟକୁ ନାଇ।
ଇନେ ହଜାରେ ଲୋକ୍ କର୍ ଭାଵନା
ତତେ ଛୋଟ୍ କିରିଦେବା
ହେଲେ ତୁଇ ଭାବ୍ ନାଇ।
ଜୀବନ୍ ର ସବୁୁ ସପନ କେ
ତୁୁୁଇ ସେ ହିସାବେ ସତ୍ କର୍;
ଜେନ ବଦନାମ କଲା ଲୋକ ଭିଲ୍
ତୋର୍ ଆଗେ ହାର ମାନି ଯିବା।
Swapna meher
