STORYMIRROR

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ଜୀଵନ

ଜୀଵନ

1 min
3

ଖୋଜେ ଯେବେ ମନ ଭଳି ମନ 
ଖୋଜେ ଯେବେ ହୃଦୟ ଭଳି 
ହୃଦୟ, ନିଶାର୍ଦ୍ଧ ରଜନୀ ଭଳି 
ଦୁଃସପ୍ନ ସହିତ ଯେବେ ସାଲିସ କରେ 
ଜୀଵନ କାହିଁକି ଯେ ଲାଗେ ଅଜବ 
ଯୁକ୍ତି ଟିଏ, ଅଜବ ସର୍ତ ଟିଏ 
ସ୍ବପ୍ନ ଆସେ ଦୁଃସ୍ବପ୍ନ ଆସେ 
ହେଲେ ମୁଁ କ୍ଷଣିକ ଉତେଜନା 
ର ବଶବର୍ତ୍ତୀ ହୁଏ, ଜୀଵନ ଯେ 
ଏକ ଅଜବ ଯୁକ୍ତିଟିଏ ଲାଗେ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract