STORYMIRROR

kumar sujit

Horror

2  

kumar sujit

Horror

ଜୀବନର ରାସ୍ତା

ଜୀବନର ରାସ୍ତା

1 min
74

           

ଜୀବନଟା ଏକ ରାସ୍ତା ହେଲେ

ଆମେ ସବୁ ବାଟୋଇ 

ରାସ୍ତାର ଆରମ୍ଭ ଏନ୍ତୁଳି ଶାଳରୁ ହେଲେ 

ଶେଷ ହୁଏ ମୃତ୍ଯୁ ହୋଇ 

କେତେ ଘଟଣା ସ୍ମୃତି ହୁଏ 

କେତେ ଘଟଣା ବିସ୍ମୃତି ହୁଏ 

ସ୍ମୃତିତ ବି ସ୍ମୃତି ସବୁ 

ସାଇତି ହୋଇଯାଇ ମାନର ଶାମୁକା ଭିତରେ 

କେତେ ଚିହ୍ନା ମୁହଁ ଅଚିହ୍ନା ହୁଏ 

କେତେ ମୁହଁ ପୁଣି ମନେ ରହିଯାଏ 

ତଥାପି ଚାଲିଛି ଚାଲିଥିବ 

ଏ ଜୀବନ ବାଟରେ 

ମାଟି ଗୋଡ଼ି ସବୁ ଚାପି ହୋଇଯିବ 

ଏଇ ମଣିଷ ପାଦରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror