STORYMIRROR

kumar sujit

Romance

2  

kumar sujit

Romance

ମଣିଷ ର ଭାବନା

ମଣିଷ ର ଭାବନା

1 min
129

   କିଛି ଲୋକ ମେସେଜର ରେ

         ସେହି କଥା କହି ଦିଅନ୍ତି

            ଯାହା ସେ ଡାଇରେକ୍ଟ କହି ପାରନ୍ତିନି

କେତେ ଖୁସି ଲାଗେ 

       ଯେତେବେଳେ କେହି କେବଳ 

            ତୁମ ସାଥିରେ କଥା ହେବା ପାଇଁ

                   ଅନଲାଇନ ଆସିଥାଏ 

ଯିଏ ମୋର ନଥିଲା

       ତାକୁ ହରେଇବି କଣ

            ଯେବେ ଏକୁଟିଆ ରହିବାର ଅଛି

                      ତ କାନ୍ଦିବି ବା କଣ

ଆଜି ଭାବିଲି ତୋ କଥା ଛାଡ଼ି

          ଅନ୍ୟ କିଛି ଭାବିବି

             ଏ ପର୍ଯ୍ୟନ୍ତ ଏହି ଭାବନା ରେ ଅଛି 

                        କି କଣ ଭାବିବି

ଗୋଟେ ଦିନ ଥିଲା 

      ଯେବେ ମୁଁ ହସି ହସି ବିଛଣା ଛାଡ଼ୁଥିଲି 

             ଏ ବେ ତ ଜାଣିବି ପଡୁନି କେବେ

             ବିନା ହସ ରେ ସନ୍ଧ୍ଯା ହୋଇ ଯାଉଛି

ଯଦି ତୁ କାରଣ ନ ପଚାରିବୁ

       ତ ଗୋଟେ କଥା କହିବି

            ତୋ ଠାରୁ ଦୂରରେ ରହି

                 ମୁଁ ଆଉ ବଞ୍ଚି ପାରୁନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance