Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indrabadal Mohanty

Inspirational

5.0  

Indrabadal Mohanty

Inspirational

ଜୀବନର ପ୍ରଶ୍ନ

ଜୀବନର ପ୍ରଶ୍ନ

1 min
1.5K


ଯେ ଜୀବନେ ଦୁଃଖ ଦେଖି ନାହିଁ

ସେ କି ବୁଝିବ ସୁଖର ମୂଲ୍ୟ 

ଯେ ଭଲପାଇ ନାହିଁ ଜୀବନେ; 

ସେ କି ବୁଝିବ ପ୍ରେମ କ'ଣ

ଯେ ଖେଳିନାହିଁ ଗାଁ ଦାଣ୍ଡର ଧୂଳିମାଟିରେ

ସେ କିପରି ଜାଣିବ ଶୈଶବ କ'ଣ

ଯାହା ଜୀବନେ ସଂଘର୍ଷ ନାହିଁ

ସେ କି ଜାଣିବ ଜୀବନର ମାନେ !

 

ଯାହା ଜୀବନେ ବନ୍ଧୁ ପ୍ରୀତି ନାହିଁ

ସେ କି ବୁଝିବ ବନ୍ଧୁତ୍ୱ ଶବ୍ଦର ଅର୍ଥ 

ଯାହାର ପାଖେ ଟିକେ ସ୍ନେହର ମୁଲ୍ୟ କିଛି ନାହିଁ  

ସେ କି ଜାଣିବ କିପରି ଗଢା ହୁଏ ସଂପର୍କ !

 

(ଇନ୍ଦ୍ରବାଦଲ)

 


Rate this content
Log in

Similar oriya poem from Inspirational