STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ଜୀବନର ମୋଡ

ଜୀବନର ମୋଡ

1 min
188


ଜୀବନ କେତେବେଳେ ସରଳ ପୁଣି କେବେ କଠିନ, 

କେବେ ଦିଏ ଖୁସି ପୁଣି କଷ୍ଟ ନିପୁଣ, 

କେବେ ଖୁସିର ପରଶ କରେ ଆଲିନ୍ଗନ, 

ପୁଣି କେବେ ସହିବାକୁ ପଢେ ବଦନା କଷଣ। 


ସଦା ସର୍ବଦା ଗତିକରେ ଅନିଶ୍ଚିତତା ଦେଇ, 

କେବେ ହସ ତ କେବେ ଲହୁରେ ଭରଇ, 

ଜୀବନ ମୋଡ ଯେବେ ଆସେ ପଚାରି, 

କେବେ ହଠାତ୍ ପହନ୍ଚଇ। 


ଜୀବନ କରେ ଗତି ଅନିଶ୍ଚିତତା ଦେଇ, 

କେତେ ମୋଡ ଆସେ ଜଣେଇ, 

କେତେ ହୁଏ ସହି ତ କେବେ ଅସହ୍ଯ ହୁଅଇ, 

ତ ପୁଣି ହୁଏ ଅଜଣା ପରଶ ନେଇ, 


ମୋଡ ଆସେନା ନିର୍ଧାରିତ ସମୟରେ, 

କେତେ ଶିକ୍ଷା ଦେଇଯାଏ ଅଳପ ସମୟରେ, 

କେତେ ଲୋକଙ୍କୁ କରେ ଚିହ୍ନବାରେ, 

ଜୀବନ ମେଡବଦଳେ ଅନାୟସରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational