Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

3  

Sukadev Mahanta

Inspirational

ଜୀବନର ଏକ ନିଛକ ସତ

ଜୀବନର ଏକ ନିଛକ ସତ

1 min
210



ଅତୀତ ଅଟଇ ଏକ 

      ଚିରାଫଟା କାଗଜ

ଇତିହାସ ଅଟେ ସିଏ

       ଭୁଲିବା ଟା ସହଜ||

ବର୍ତ୍ତମାନ ଅଟେ ଜାଣ

     ଆଜିର ଖବର କାଗଜ

  ଚା ଖଟିଠାରୁ ବାଟେଘାଟେ

       ଆଦରର ଖବର କାଗଜ||

ଖବରଟା ଯଦି ସେମିତିକା ଥିବ

        ହାଟରେ ବି ଚର୍ଚ୍ଚା ତାହାର

ଭବିଷ୍ୟତେ ଏହା ପ୍ରଶ୍ନ ପତ୍ରଟିଏ

     ହୋଇ ଉଭାହେବ ଆଗର||

କହି ପାରିବନି ଉତ୍ତର

     ଲେଖି ପାରିବନି ଉତ୍ତର

ପ୍ରଶ୍ନ ପରେ ପ୍ରଶ୍ନ ବିଚଳିତ କରି

       କନ୍ଦାଇବ ତୁମ ଅନ୍ତର||

ପଢ ଲେଖ ଭଲଭାବର

    କାମ କରି ସଫାସୁତର

ନୋହିଲେ ଭବିଷ୍ୟ ତୁମର

      ହୋଇଯିବ ଟିସୁ ପେପର||


Rate this content
Log in

Similar oriya poem from Inspirational