Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kumarlal Rana

Fantasy

4.0  

Kumarlal Rana

Fantasy

ଜୀବନର ବାଜି

ଜୀବନର ବାଜି

1 min
232


ଜୀବନର ବାଜି   ରହିଅଛି ସାଜି 

      ସଂସାରର କସା ଘାଟେ l

ଦୁର୍ନୀତି  ଉପରେ   ଦୁର୍ନୀତି ଆସୁଛି 

      ବନ କଣ୍ଟା  ବାଡ଼ ବାଟେ l

କଷଣ ଘେରରେ  ଜୀବନ ଜଞ୍ଜାଳ 

      ସଂସାରେ କରିଛି ଘର l

କଲିକାଲ ମାତି      କଟାଏ ଜୀବନ 

      ବହି ଯୁଗ ଯୁଗାନ୍ତର l

 ମାନବ  ଜୀବନ   ବନ୍ଧନ  ମାପକ 

      ମାପିବାର ବେଳ   ଏବେ l

  ଜୀବନର  ବାଜି ରଖି  ଅଛି ସାଜି 

      ବିଧାତା ଯୁଗର   ଭବେ l


Rate this content
Log in