STORYMIRROR

Geeta Sarangi

Fantasy Inspirational Others

3  

Geeta Sarangi

Fantasy Inspirational Others

ଜୀବନ ଗୀତା-୨୭୩

ଜୀବନ ଗୀତା-୨୭୩

1 min
924


ଜୀବନରେ ଥରେ ସଂପର୍କ ତୁଟିଲେ

ନଥାଏ ଆଉ ସରାଗ

ସପନ ଓ ସଂଭାବନା ସରିଯାଏ

ମନରେ ଭରେ ବିରାଗ ॥୦॥

ବେଦନାବୋଧର ଏକ କଳାଛାଇ

ଘେରିଯାଏ ଚଉପାଶ

ବିଷ ବଳୟରେ ବଂଚିବାକୁ ହୁଏ

ନେଇ ହୁଏନା ନିଶ୍ୱାସ

ବଂଚିବାତ ହୁଏ ବାହାନା ଗୋଟାଏ

ସଂପର୍କ ଗ୍ରାସେ ପରାଗ ॥୧॥

କେତେ ପ୍ରବଞ୍ଚନା କେତେଯେ ଲାଞ୍ଛନା

ସହିବାକୁ ପଡିଥାଏ

ଆଶା ଆଶ୍ୱାସନା ସେନେହଁ ମମତା

ମରିମରି ସବୁଯାଏ

ସୁନାର ସଂସାର ଚୂନା ହୋଇଯାଏ

ନରକ ବନେ ସରଗ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy