STORYMIRROR

Aditya Dash

Fantasy

3  

Aditya Dash

Fantasy

ଭାବନା ର ଅନ୍ତରାଳେ

ଭାବନା ର ଅନ୍ତରାଳେ

1 min
382


ବାସ୍ତବତା ନାହିଁ କିଛି

ସ୍ଵପ୍ନ ଏଠି ସବୁ

ନିଦ ରେ ଶୋଇଛି ଜେହ୍ନେ

ମନ ମୋ ବେକାବୁ


ଲେଖି ଯାଏ କିଛି କଥା

ଅଙ୍କା ବଙ୍କା ସୁରେ

ଭାବନାରେ ଥାଏ ପ୍ରାୟ

ସତରୁ ମୁଁ ଦୁରେ


କେତେ ମନ ର ଭାବନା

ଶବ୍ଦ ରେ ବଖାଣେ

କେଉଁ ଥୀରେ ରେ ମୁଁ ଅଛି

ସେ କଥା କେ ଜାଣେ


ସାକ୍ଷ୍ୟ ଭାବ ନେଇ ଦେଖେ

ଦୁନିଆ କୁ ଏଠି

ତମ ଭିତରେ ବି ମୁଁ ଅଛି

ପାଇବ ମୋତେ ସବୁଠି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy