Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Padhi

Fantasy

3  

Sanjukta Padhi

Fantasy

ଜୀବନ

ଜୀବନ

1 min
234



ମଞିଟିଏ ମୋତେ କର

ପ୍ରଭୁ ପୁଣି ମୁଁ ହସିବି

ଆଉ କେତେ କେତେ ଥର

ଦେଖୁଥିବି ଏ ସଂସାର ।

ତୁମ ନୀର ପାନ କରି

ଦେବି ମୁଁ ଅମୃତ ବାରି

ତୁମ ସଂସାର କୁ ଧରି

ହେବି ମହାଦୃମ ପରି ।

କେବେ ଦେବି ମୁହିଁ ଫଳ

ପୁଣି ଦେବି କେବେ ଛାଇ

ପବିତ୍ର ପୂଣ୍ୟ ମାଟିକୁ

ଧରି ରଖିବି ତ ମୁହିଁ ।

ଏତିକି କର ହେ‌ ସାଇ

ମୋତେ ମିଶାଇବା ପାଇଁ ।।

     


Rate this content
Log in

Similar oriya poem from Fantasy