STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଜୀବନ

ଜୀବନ

1 min
218


ଜୀବନ- ମୁଁ ତୁମକୁ ଦେଖୁଛି

ଶୂନ୍ୟ ଆକାଶର କୋଳାହଳ ପୂର୍ଣ୍ଣ ନୀରବତାରେ

ଅତସୀ କୁସୁମର ଅପାପବି ଅଭିସାରରେ

ପ୍ରତରର ପ୍ରାଗୈତିହାସିକ ପ୍ରକାଶ ପ୍ରକାଶରେ ।

ଜୀବନ - ମୁଁ ତୁମକୁ ପାଇଥିଲି

ପ୍ରେକ୍ଷାଳୟ ପ୍ରବେଶ ଓ ପ୍ରସ୍ଥାନ ପଥରେ

ପ୍ରିୟ ପୁରଷର ପରିକଜିତ ସନ୍ଧିରେ

ପଥକ୍ରାନ୍ତ ଶ୍ରମିକର ନିରକସ ପ୍ରଶାତିରେ ।

ଜୀବନ- ଏବେ ମୁଁ ତୁମକୁ ଖୋଜୁଛି

ଜ୍ୟୋସ୍ନାତ ଧରଣୀର ଅପମାତ୍ରା ଅନ୍ଧାରରେ

ଅଦ୍ର ପ୍ରରୀର ସୁନେଲୀ ସପନରେ

ପରମ ପୁରୁଷଙ୍କ ପରବର୍ତ୍ତୀ ପର୍ଯ୍ୟବେକ୍ଷଣରେ

ପ୍ରକୃତିର ନିତ୍ୟ ପରିବର୍ତ୍ତନଶୀଳ- ଚପଳ ଚଳ ଚନ ପରିପ୍ରକାଶରେ

ଅନତି ଭ୍ରମଣୀୟ ଦୂରତ୍ବର ପ୍ରାରମ୍ଭିକ ପ୍ରକଳରେ


Rate this content
Log in

Similar oriya poem from Classics