STORYMIRROR

Rakesh Sahoo

Inspirational

3  

Rakesh Sahoo

Inspirational

ଜୀବନ

ଜୀବନ

1 min
219

ମିଳିଥିଲା ଜୀବନ କାହାର କାମରେ ଆସିବା ପାଇଁ 

ସମୟ ବିତୁଛି କାଗଜ ଉପାର୍ଜନ କରିବା ପାଇଁ ।।

କଣ ବା କରିବା ଏତେ ଅର୍ଥ ଉପାର୍ଜନ କରି 

ନା କଫିନରେ ମୁଣି ଅଛି ,ନା ଜୁଇରେ ଆଲମାରି ।।

ମୃତ୍ୟୁ ବି ସାତ ପର ଅଟେ 

ଲାଞ୍ଚ ବି ନିଏନି ଜୀବନର ବାଟେ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational