STORYMIRROR

Rakesh Sahoo

Inspirational Others

1  

Rakesh Sahoo

Inspirational Others

ଅନାବନା

ଅନାବନା

1 min
129

ହେ ମୁକ୍ତ ଆକାଶର ବିହଙ୍ଗ ତୁ ରହିଯାଆନି 

ତୋ ଭିତରେ ଏବେ ବି ଅଛି ସଞ୍ଜୀବନି 

ଲକ୍ଷ୍ଯ ବହୁତ ଦୂରରେ ଅଛି 

ଆହୁରି ଉଡିବାକୁ ଅଛି।। 

ଏତେ ସହଜରେ ମିଳନ୍ତିନି ଭଗବାନ 

ବାରମ୍ଵାର ଅଗ୍ନି ପରିକ୍ଷା ଦେବୁରେ ଧନ

ଜୀବନ ଯୁଦ୍ଧରେ ଲଢିବାକୁ ହେବ 

ଜିତିବାକୁ ଯେବେ ବଳିଛି ମନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational