STORYMIRROR

Sudhashree Bhattamisra

Tragedy

3  

Sudhashree Bhattamisra

Tragedy

ଜୀବନ

ଜୀବନ

1 min
158

ମୋ ଜୀବନ ଏକ ଉପନ୍ୟାସ

ସାର୍ଥକ ଟ୍ରାଜେଡି

ଆଉ ସେ ଉପନ୍ୟାସର ନାୟିକା ମୁଁ ନିଜେ

ଜୀବନ ଯନ୍ତ୍ରଣାର

ପୃଷ୍ଠାରେ ମୁଁ ଲେଖିଛି 

କାହାଣୀ ମୋର

ମୁଁ ଅସଫଳ ନାୟିକା

ଆଉ ଜୀବନ ମୋର

ସାର୍ଥକ ଟ୍ରାଜେଡି ବୋଲି

ତଥାପି ପାରୁନି ବୁଝି

କାହିଁକି ଯେ ଜୀବନ

ନାଟକ ବା ଉପନ୍ୟାସ

ପାଲଟିଯାଏ

ତାର ଯବନିକା କି

କ୍ଳାଇମେକ୍ସ ନଥାଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Tragedy