Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Inspirational

3  

Santosh Kumar Nayak

Inspirational

ଜୀବନ

ଜୀବନ

1 min
237



ଜୀବନ ତ ଏମିତିକା,

କେବେ ସିଧା କେବେ ବଙ୍କା

କେବେ ସାଥି କେବେ ଏକାଏକା ;

ଜୀବନ ତ ଏମିତିକା,

କେବେ ପ୍ରେମ କେବେ ଧୋକା

କେବେ ମରୁ କେବେ ମରୀଚିକା ।

ଜୀବନ ତ ଏମିତିକା

କେବେ ରଙ୍ଗ କେବେ ଫିକା

କେବେ ଶାନ୍ତ କେବେ ରକ୍ତମୁଖା;

ଜୀବନ ତ ଏମିତିକା

କେବେ ସିକ୍ତ କେବେ ଶୁଖା

କେବେ କିଣା କେବେ ହୁଏ ବିକା ।




Rate this content
Log in

Similar oriya poem from Inspirational