STORYMIRROR

Gangotri Priyadarshini

Abstract Inspirational

3  

Gangotri Priyadarshini

Abstract Inspirational

ଜୀବନ ଶିକ୍ଷା

ଜୀବନ ଶିକ୍ଷା

1 min
183

ଜୀବନେ ଦୁର୍ଗତି 

ସତ୍ୟ ଯେ ସାରଥି

ଦୁର୍ବାର ପଥେ ନର 

ହୋଇଥାଏ ବ୍ରତୀ 

ସତ୍ୟ ମହାଶିକ୍ଷା 

ପ୍ରାପ୍ତେ ନର ଧନ୍ୟ

ଅମୃତ ପଣରେ 

ଜୀବନ ନିଖୁଣ ।।


ସତ୍ୟ ଧର୍ମ ନ୍ୟାୟ 

ଥିଲେ ହୃଦୟରେ

ଆଚରନ୍ତି ସର୍ବେ 

ସ୍ନେହ ସଦାଚାରେ 

କେତେ ଦୁଃଖକ୍ଲେଶ 

ଆହତଇ ଯେବେ

ସତ୍ୟ ସାଜି ସାଥି 

ଉଦ୍ଧାରଇ ତେବେ ।।


ଆଜୀବନ ସତ୍ୟ ପାଳି 

ମାନବ ସେ ଧନ୍ୟ

ହରି ନେଉ ସତ୍ୟ 

ମିଥ୍ୟା ପାପ ପଦଚିହ୍ନ 

ବିବେକି ଜନ ଯେ 

ସତ୍ୟ ମିଥ୍ୟା ଭେଦ

କଷ୍ଟ ପାଇ କେବେ 

ନ କରେ ସେ ଖେଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract