STORYMIRROR

Gyanaranjan Sahoo

Inspirational

5.0  

Gyanaranjan Sahoo

Inspirational

ଜୀବନ ରାଗ - ୧୦

ଜୀବନ ରାଗ - ୧୦

1 min
13.3K


ଉପରେ ଉପରେ ଭାବ ଦିଆନିଆ

ଭିତରେ ଉଈ ଖାଏ

ଏପରି ବନ୍ଧୁର ଚାରି ଖୁରାକୁ ଜୁହାର

ଆଗେ ବଢ଼ି ରାୟେ ଦିଏ ।


ଆରେ ଭୋଳାମନ ଭଳିଯିବୁ ନାହିଁ

ଲୁହ କି ପରତେ ଯାଏ

ଯାବତାରେ ଟିକେ ନିଘା ରଖିଥିବୁ

ପାଇବୁନି ଯଦି ଡିହେ ।


Rate this content
Log in

Similar oriya poem from Inspirational