Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swapna Meher

Inspirational

3  

Swapna Meher

Inspirational

ଜୀବନ୍ ର ବଢ ତି ଦିଗେ ତୁଇ ଏନ୍ତା

ଜୀବନ୍ ର ବଢ ତି ଦିଗେ ତୁଇ ଏନ୍ତା

1 min
268


ଜୀବନ୍ ର ବଢ ତି ଦିଗେ ତୁଇ ଏନ୍ତା ବଢିଚାଲ୍

ପଥର୍ ର ଛାତି ଚିରି କରି ରାସ୍ତା କେ ବନେଇ ଚାଲ୍ ।

ମେହେନତ୍ ର ଅଭାବ୍ ନି ନ ତୋର୍ ନେ ଦୁନିଆ କେ ଦେଖେଇ ଚାଲ୍

ମୁସ୍କିଲ୍ ରାସ୍ତା ନେ ଭିଲ୍ ଜିତ୍ ଆଡକେ ବଢି ଚାଲ୍ ।

କିଏ କହେଲା ମହାପୁରୁ ତତେ ରାଗ୍ ହେଇଛେ,

କିଏ କହେଲା ସମିଆ ତତେ ଧୋକା ଦେଇଛେ,

ତୁଇ କେଭେ କାହାର୍ ଆଶୀର୍ବାଦ ନେ ଜିତ୍ ଖୁଜିଥିଲୁ,

ତୁଇ କେଭେ ସମିଆ କେ ନାଇ ନିଜ୍ କେ ଖରାପ୍ କରିଥିଲୁ ।

ହାର୍ କେ ହରେଇ କରି ଜିତ୍ କେ ଆବ୍ ରି ଧର୍,

ପଛ୍ କେ ନାଇ ଦେଖ୍ ବେଟା ତୁଇ ଅଗକେ ମାଡି ବସ୍ ।

ପବନ୍ ଚାହେସି ଜଳୁଥିବାର୍ ଦୀପ୍ କେ ଲିଭାବାର୍ ଲାଗି ,

ହେଲେ ଲିଭେଇ ନି ପାରେ ସେ ଦୀପ୍ ଥି ଘି ଥିବାର୍ ତକ୍ ।

ସ୍ୱପ୍ନା ମେହେର୍


Rate this content
Log in

Similar oriya poem from Inspirational