STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

ଜୀବନ ପୁସ୍ତକ

ଜୀବନ ପୁସ୍ତକ

1 min
320

ଆଜିଯାଏ

ପଢ଼ିଛି ଅନେକ ପୁସ୍ତକ

ମାତ୍ର ,

ଜୀବନ ପୁସ୍ତକ ଟିକିଏ ନିଆରା

ହସ ,କାନ୍ଦ ,ଅନୁଭୂତି

ଖାଲି ଜୀବନଟା ଲାଗେ

ବେସାହାରା ଆଉ ବେସୁରା

ଜହର ଠୁ ଅତିମାରାତ୍ମକ

ସେ ପୁସ୍ତକର ଶବ୍ଦ

ଭେଦିଯାଏ ମର୍ମେ ମର୍ମେ

ମୃତ୍ୟୁ ନୁହେଁ

ଗଢିଦିଏ ନୁଆ ଏକ ରାହା ,

ତାକୁ ଥରେ ପଢ଼ିଦେଲେ

ଭେଦି ଅନ୍ଧକାର ସ୍ତର

ବହି ଆସେ ଆଲୋକର ବାଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract