STORYMIRROR

Naheda Shaheen

Classics

3  

Naheda Shaheen

Classics

ଜୀବନ ଓ ମୃତ୍ୟୁ

ଜୀବନ ଓ ମୃତ୍ୟୁ

1 min
130

ଜୀବନର ଦୋ ଛକିରେ

ଏପଟେ ଜୀବନ,ସେ ପଟେ ମୃତ୍ୟୁ

ଜୀବନ ଶସ୍ତା ମୃତ୍ୟୁ ଅହରହ

ଚାଲିଛି ସଂସାରର ଅଭୂଲା ସତ୍ୟ

କିଏ କ‌ହେ ଜୀବନ ଫୁଲ ପରି ସୁନ୍ଦର

ଆଶ୍ରୟ ହୀନ ପାଇଁ ଜୀବନ ଅଭିଶପ୍ତ

ଶାପିତ,ଓ ଅର୍ଥହୀନ

ମୃତ୍ୟୁ ତ ଏକ କଠୋର ସତ୍ୟ

ଜୀବନ ଏକ ଧାରା ପ୍ରବାହ ନଦୀ

ସେହି ଧାରା ରେ ଭାସିଯାଇ

ଶେଷରେ ମୃତ୍ୟୁ ର କୋଳକୁ ଯିବା

ଏହି ପରି ହୁଏ ଜୀବନ ଓ ମୃତ୍ୟୁର ଯବନିକା

ଶେଷ ହୁଏ ଜୀବନର ଯାତ୍ରା

ପଛରେ ରହିଯାଏ ମଣିଷର ମିଥ୍ୟା ଅହମିକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics