STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

"ଜୀବନ ଜଳୁଛି "

"ଜୀବନ ଜଳୁଛି "

1 min
96

ଜୀବନ ଜଳୁଛି ଜଞ୍ଜାଳ ଜହରେ

ସମୟ ସଞ୍ଜ ସକାଳ

ଶବଦ ଶୁଭୁଛି ସୁନୀଳ ଗଗନେ

ସବୁ ଏଠି ଗୋଳମାଳ


ସଂସାର ସାହିରେ

ପଙ୍କର ପଲଙ୍କ

ସତ୍ୟର ସହର

ପାପ ଡଙ୍କ ଡଙ୍କ


ଦୁର୍ବଳ, ଦାରିଦ୍ର ଦୁର୍ନୀତି ଦାରୁଣେ

ଜଳୁଥାନ୍ତି ହୁତୁହୁତୁ

ବାଘ ବାହୁବଳେ ବାଜିମାରି ବାସେ

ମରିବଞ୍ଚୁଥିବା ହେତୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract