STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ଜୀବନ ଜୀବିକା

ଜୀବନ ଜୀବିକା

1 min
236


ଜୀବନ ପାଇଁ ଜୀବିକା ରହିଛି ସଦା କାଳେ କାଳେ

ଏବେ ଜୀବନ ଜୀବିକା ସଙ୍କଟରେ 

ଅଛି କରୋନା ବେଳେ

ଜୀବନ ରହିଲେ ଜୀବିକା ଆସିବ

ଏ କଥା ଭୁଲିବା ନାହିଁ

ନିଜେ ସତର୍କ ରହିଲେ ରୋଗ

ହୋଇବ କାହିଁ ପାଇଁ

ଜୀବନ ଜୀବିକା ସଙ୍କଟରେ ଅଛି

ଏ କଥା ସାରା ଦୁନିଆ ଜାଣିଛି

ଜୀବନ କୁ ନେଇ କିଏ ସଂଘର୍ଷ କରୁଛି ବଞ୍ଚିବା ପାଇଁ

ଭୋକ ଉପାସରେ କିଏ ରହି ଅଛି

ତାର ଜୀବିକା ହରାଇ

ଜୀବନ ଅଟଇ ଈଶ୍ୱର ଙ୍କ ଦାନ

ନିଜେ ନଜକୁ କରିବା ସଚେତନ

ଆଜି ଗଲେ ଜୀବିକା କାଲି କି ଆସିବ

ଜୀବିକା ପାଇଁ କେବେ ବିବ୍ରତ ନ ହୋଇବ

ହେ ମହା ବହୁ ଏତିକି କରୁଣା ହେଉଥାଉ

ସଭିଙ୍କ ଜୀବନ ଜୀବିକାରେ ବାଧା

ଦୁରେଇ ଯାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy