Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Abstract Inspirational

4  

Gopinath Jena

Abstract Inspirational

ଜୀବନ ଗଣିତ

ଜୀବନ ଗଣିତ

1 min
282


ଏ ଜୀବନ ଟା ଏକ ଅଛିଣ୍ଡା ଗଣିତ

ସମୟର ଯୋଗଫଳ 

ବିୟୋଗରେ ମିଳେ ଶୂନ୍ୟ ଏଠି

ହରଣ ଗୁଣନ ରେ ସରେ କାଳ ।

ଚନ୍ଦ୍ର କୁଟିଳ ବର୍ଗ ରୈଖିକ ବନ୍ଧନୀ

ସରଳୀକରଣ ନୁହେଁ ସହଜ 

ମେଧାବୀ ଛାତ୍ର ନହେଲେ କେବେ

କରିବ ଏହାକୁ ସରଳ ।

ଉତ୍ତର ମିଳାଇବା ବଡ଼ କଥା ନୁହେଁ

 ଧାରା ଯଦି ଭୁଲ୍ ହୁଏ 

ପରୀକ୍ଷା ରେ ହେବାକୁ ଉତ୍ତୀର୍ଣ୍ଣ କେବେ

ପାଇବ କି ସେ ନମ୍ବର ହାଏ ।

ଗଭୀର ଅନୁଶୀଳନ ବିହୁନେ

ପାସ୍ ମାର୍କ ପାଇବା ତ ଦୂର

ଫେଲ୍ ହେବା ହୁଏ ସ୍ଥିର 

ମୂଲ୍ୟ ହୀନ ସେ ଅଧ୍ୟୟନ

ଏଇତ ଜୀବନ ଦର୍ଶନ ।

ପ୍ରଗତି ପଥେ ହେବା ପାଇଁ ଅଗ୍ରସର

ସଦା ହେବା ସଚେତନ ସାବଧାନ

ଅଥବା ଜୀବନ ଜୀବିକା ସବୁ ଅକାରଣ 

ସକଳ ପରୀକ୍ଷା ହେବ ନିଷ୍ଫଳ ପ୍ରମାଣ ।

     


Rate this content
Log in

Similar oriya poem from Abstract