STORYMIRROR

Punya Prava Devi

Romance

3  

Punya Prava Devi

Romance

ଜୀବନ ଗୀତ (2)

ଜୀବନ ଗୀତ (2)

1 min
272

ଚକ୍ରବାଳ ରେ ଚନ୍ଦ୍ର ଲୁଚିବା ଯାଏ,

ଏଇ ପ୍ରାନ୍ତରେ ଆମେ ବସିଥିବା ସଖୀ,


ବନର ବିହଗ ଗାଇ ଚାଲିଥିବ ଗୀତ,

ଆମ ପରି ଏକ ପ୍ରଣୟୀ ଯୁଗଳ ଦେଖି


ସେଇ ବିହଗର ସ୍ବରରେ ମିଶାଇ ସ୍ବର

ଛନ୍ଦ ବିଭୋରେ ତମେ ଗାଉଥିବ ଗୀତ


ଏଇ ଧରଣୀଟା ସ୍ବର୍ଗ ପାଲଟି ଯିବ

ସୁରାରେ ଯେବେଳେ ହୋଇଯିବା ଉନ୍ମତ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance