STORYMIRROR

Punya Prava Devi

Abstract Others

3  

Punya Prava Devi

Abstract Others

ଜାଣି ଥିଲ ଯଦି ଆସିବନିବୋଲି

ଜାଣି ଥିଲ ଯଦି ଆସିବନିବୋଲି

1 min
377

ଜାଣି ଥିଲ ଯଦି ଆସିବନିବୋଲି

କଥା ଦେଇଥିଲ କାହିଁକି?

ସାରା ରାତି ମୋର କଟୁ ତ ନ ଥିଲା

ତୁମ ବାଟ ଚାହିଁ ଚାହିଁ କି.!

ଉଦିତ ଚନ୍ଦ୍ର ହୋଇଲା ଅସ୍ତ

ମନ ହେଉଥିଲା ବିକଳ ବ୍ୟସ୍ତ

ଦେଖି ମୋ ଦୁଃଖ ବନର ପକ୍ଷୀ

ଉଡ଼ିଗଲେ ଗାଇ ଗାଇ କି

ଆସିବନି ବୋଲି ଜାଣିଥିଲ ଯଦି

କଥା ଦେଇଥିଲ କାହିଁକି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract