STORYMIRROR

Tankadhar Majhi

Abstract

2  

Tankadhar Majhi

Abstract

ଜୀବନ (ଦୁଇ ପଦୀ)

ଜୀବନ (ଦୁଇ ପଦୀ)

1 min
201

ଏକ..

ମଣିଷ ସେଇ ବଗିଚାର ମାଳୀ

ଯେଉଁ ବଗିଚାରେ,

ଫୁଲ ହୋଇ ଫୁଟେ ସୁଖ ଦୁଃଖ


ଦୁଇ..

ନିଶ୍ବାସ ଯେ ଜଗୁଆଳି ଜୀବନର

ଯେଉଁ ଜୀବନରେ, 

ସଂପର୍କ ହୋଇ ଆସେ ଭଲ ମନ୍ଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract