Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Abstract Romance

4.0  

Debadatta Jena

Abstract Romance

ଝର୍ରଣା

ଝର୍ରଣା

1 min
174


ଝର୍ର ଝର୍ର

ଝରଣା

ରିମ୍ ଝିମ୍,

ରୁମ୍ ଝୁମ୍,

ତୁ !

ବହୁତ ଚଞ୍ଚଳ ନା

ଶୁଣ୍

ବହୁଛୁ ତୁ !

ରୁଣୁ ଝୁଣୁ

ଗାଉଛୁ ତୁ 

ଗୁଣୁ ଗୁଣୁ 

ତୁ !

ବହଳ ସଅଳ ନା

ଝରିଲୁ ତୁ

ଭଲ କଲୁ,

ଗାଉଛୁ ତୁ

ଠିକ୍ କଲୁ,

ହେଲେ

ଚାଲିବାକୁ 

ବାକି ଅଛି,

ତୁ !

ସାଥିରେ ମୋ

ନିର୍ଧୁମ ଚାଲିବୁନା

ଏ ଜୀବନ

ନିର୍ଦ୍ଦୟ,ଗୁମ୍ ସୁମ୍ 

ଶୂନଶାନ ବିଲକୁଲ୍

ଏ ଜୀବନେ

ବିନ୍ଦାସ ରାଗିଣୀ 

ତୁ !

ହର୍ରଦମ୍

ଗୁଞ୍ଜନ ଭରିବୁନା!



Rate this content
Log in

Similar oriya poem from Abstract