STORYMIRROR

Alhadini Panigrahi dash

Fantasy

4  

Alhadini Panigrahi dash

Fantasy

ଝିଅ ପାଇଁ ଜନ୍ମଦିନ ଉପହାର

ଝିଅ ପାଇଁ ଜନ୍ମଦିନ ଉପହାର

1 min
301

ଆଜି ମୋ ସାନ ଝିଅ ସୁଶ୍ରୀ ସ୍ବୟଂ ପ୍ରଜ୍ଞାର ଜନ୍ମଦିନ ର ଉପହାର ା


ସୁ - ସୂନୃତ ଭାଷିଣୀ ସୁନା ଝିଅ ମୋର

ଶ୍ରୀ - ଶ୍ରୀ ବୃଦ୍ଧି ହେଉ ତୋର

ସ୍ବ - ସ୍ଵର୍ଣ୍ଣ ପ୍ରସୂ ହେଉ ତୋର ଶାଶୁ ଘର

   ସୁ ଯଶ ଅର୍ଜନ କର ା

ୟଂ- ଯୋଗମାୟାଙ୍କର ଆଶିଷ ର ଝର

ପ୍ର - ପ୍ରବାହିତ ହେଉ ଅଙ୍ଗେ

ଜ୍ଞା - ଜ୍ଞାତି କୁଟୁମ୍ବ ଙ୍କୁ କରିବୁ ସମାଦର

   ପତି ଓ ଶାଶୁ ଙ୍କ ସଙ୍ଗେ ା

ଦା- ଦାଂପତ୍ୟ ଜୀବନ ସୁଖମୟ ହେଉ

ଶ -ଶଙ୍ଖା ବଜ୍ର ହେଉ ତୋର

  ଦାସ ପଣେ ହେଜି ଦାମୋଦର ପାଦେ

  ପୁଜୁ ଥିବୁ ନିରନ୍ତର ା

  ସର୍ବ ଦେବ ଗଣେ କରୁଛି ମାଗୁଣି

ଖ - କ୍ଷମିବେ ତୋ ଦୋଷ ଗୁଣ

ମା - ମାଆ ମଙ୍ଗଳା ପଣତ ଘୋଡାଇ

ରୀ - ରିଷ୍ଟ କରିବେ ଖଣ୍ଡନ ା 



Rate this content
Log in

Similar oriya poem from Fantasy