STORYMIRROR

Suresh chandra Padhy

Inspirational Children

3  

Suresh chandra Padhy

Inspirational Children

ଜଗତ ଉଦ୍ଧାର ହେଉ

ଜଗତ ଉଦ୍ଧାର ହେଉ

1 min
187

ମୋ ଜୀବନ ପଛେ ନର୍କେ ପଡିଥାଉ

ଜଗତ ଉଦ୍ଧାର ହେଉ

ଭୀମ ଭୋଇ ପରି ମାଗୁଅଛି ମହାବାହୁ

କରୁଣା ବରଷି ଯାଉ

ଜଗତରେ ଆସିଅଛି ମହା ବିପତ୍ତି

କାହିଁକି ଆସିଅଛି ତୁମେ ଥାଉ ଥାଉ

ପତିତପାବନ ବାନା ଉଡାଉଛ ବେଳ ଆସିଅଛି ,

ଜଗତ ଉଦ୍ଧାର ହେଉ

ସଂସାର କୁ ରଖ ହେ ବିଶ୍ୱ ବିହାରୀ

ଗୁହାରି କରୁଛି ଶୁଣିମା ହେଉ

ତୁମେ ଅନ୍ତର୍ଯ୍ୟାମି ଜାଣୁଅଛ 

ଅନ୍ତର ତୁମ ବିନା ଦୁଃଖ କହିବୁ 

କାହାକୁ ଆଉ

ଛନ୍ଦା ଚରଣେ ବିନତି କରୁଛି ତୁମକୁ 

ସୃଷ୍ଟି କୁ ରଖ ଡେରି ନ କରି ଆଉ

ରୋଗ ଶୋକ ତୁମେ ହରି ନିଅ ପ୍ରଭୁ

ଜଗତ ଉଦ୍ଧାର ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational