STORYMIRROR

Sabita Sukla

Classics Others

2  

Sabita Sukla

Classics Others

ଜଗନ୍ନାଥଙ୍କୁ ଚିଠି

ଜଗନ୍ନାଥଙ୍କୁ ଚିଠି

1 min
135


ଜଗନ୍ନାଥ ଏହି ପତ୍ର ମୋହର ଘେନିବେ,

ବନ୍ଧୁ ଭାବ ରଖି ପ୍ରୀତି ପତ୍ର ମୋ ପଢିବେ।1।


ଭାବିଲେ ଭାବନା ଜାଣ ଆହେ ଭାବଗ୍ରାହୀ,

ଠିକଣା ଲେଖୁଛି ଜଗନ୍ନାଥ ନାମ ଦେଇ।2।


ସୁକର୍ତ୍ତବ୍ୟ କରୁଥିବି ମୋର ଜୀବନରେ,

କୃତଜ୍ଞତା ଜଣାଇବି ସନ୍ଧ୍ୟା ପ୍ରାର୍ଥନାରେ।3।


ଅସତ କର୍ମ ରେ କେବେ ନବଳୁ ମୋ ଚିତ୍ତ,

ଏହି କଥା ମୋ ହୃଦୟରେ ଦିଅନ୍ତୁ ହେ ତାତ।4।


ଚିଠି ପାଇ ମୋର କଥା ବିଚାର କରିବେ,

ତୁମ ମୋର ଭାବ କେବେ ଆନ ନ କରିବେ।5।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Classics