STORYMIRROR

Abhinaba Pattniak

Abstract

3  

Abhinaba Pattniak

Abstract

ଜଗନ୍ନାଥ

ଜଗନ୍ନାଥ

1 min
139

ହେ ପ୍ରଭୁ ଜଗନ୍ନାଥ ଶୁଣ ମୋ ଗୁହାରୀ ।

ଶୀଘ୍ର ସଂସାରରୁ ଫେଡ ଦୁଃଖ ସବୁରି ।।

ମନେ ପକ ପ୍ରଭୁ ଖାଇଲ ଅଇଁଠା ଶବରୀ ।

ତୁମକୁ ନଦେଖି ଭକ୍ତ ମନ ଯାଏ ମରି ।।

ଆହେ ଭକ୍ତ ବତ୍ସଳ ଶ୍ରୀହରି ହୃଦୟେ ତା ବାସ କରି ।

ପ୍ରହଲ୍ଲାଦକୁ ଯେହ୍ନେ ରକ୍ଷା କଲ ହୀରଣ୍ୟାକ୍ଷ୍ୟ ମାରି।।

ତେହ୍ନେ ରକ୍ଷା କର ନାଥ କଳିଯୁଗେ ଅଵତରି ।।


Rate this content
Log in

Similar oriya poem from Abstract