STORYMIRROR

Sunanda Mohanty

Classics Inspirational Children

2  

Sunanda Mohanty

Classics Inspirational Children

ଜାତୀୟ ପତାକା

ଜାତୀୟ ପତାକା

1 min
139

ଜାତୀୟ ପତାକାରେ 

କେତୋଟି ରଙ୍ଗ 

କହିଲ ପିଲେ ?

ସାର ପଚାରିଥିଲେ 

କେହି କହି ନପାରି 

ଭୂମିପରେ ନଖରେ ଗାର କାଟୁଥିଲେ !

ତ ସାର ବୁଝାଇ କହିଲେ 

ଘାସ କୁ ଦେଖିଛ? 

ରଙ୍ଗ କଣ କହିଲ? 

ପତାକା ରେ ଆଗ ସେଇ ରଙ୍ଗ 

ଧଳା ତ ଜାଣିଥିବ 

ବଗ ଦେଖିନ? 

ଘାସ ଉପରେ ସଦା ବୁଲୁଥାଏ 

ତା ଉପରକୁ ତେଣୁ ରହିଛି 

ଧଳା ରଙ୍ଗ 

ଆଉ ସବା ଉପରକୁ 

ରଖିଛେ ଆମ ମାଟି ମାଆକୁ 

ଇଟା ପରି ମାଟିଆ ରଙ୍ଗକୁ 

ଆଉ ମଝିରେ? 

ପିଲାଏ କହିଲେ 

ଅଶୋକ ଚକ୍ରକୁ 

ସାର ଧନ୍ୟବାଦ ଦେଲେ 

ସବୁଦିନ ମନେରହିବ 

ପିଲାଏ କହୁଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics