STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଜାନୁଆରୀ ଛବିଶ

ଜାନୁଆରୀ ଛବିଶ

1 min
134


ତାତି ଉଠୁ ଛାତି,ଶୁଣି ଦେଶ ପ୍ରୀତି

ନିଜ ଶାସନ ଖସଡ଼ା ନୀତି

ଜାତୀୟ ପତାକା ତଳେ ବାଢିବା ପ୍ରଣତି

ଗାନ୍ଧିଜୀ, ଶାସ୍ତ୍ରୀ, ଲାଲବାହାଦୂରଙ୍କ ପ୍ରତି

ଆଉ ଯେତେ ସ୍ବାଧୀନଚେତା ବୀରଙ୍କୁ ପ୍ରଣତି

ଉଣେଇଶ ଶହ ପଚାଶ ମସିହା ଯଦି ବି ଗଲାଣି ବିତି

ତଥାପି ମନ ହୃଦୟରେ ସେଇକଥା ହୋଇ ସ୍ମୃତି

ଦେଶ ଓ ଯଶର ବଢ଼ାଇବାକୁ ଖ୍ୟାତି

ଉଠ ବୀର ପାଇକ ଓଡିଶା ମାଟିର ନବୀନ

ଉନ୍ମାଦେ ମାତି, ଦେଶ ଓ ଦଶର ବଢ଼ାଇ ଜାଗୃତି

ହେ ବୀରପୁଙ୍ଗବ ଧର ମଶାଲ ଆଣ ହୃଦୟେ ତାତି

ଜାନୁଆରି ଛବିଶ ଦିଗନ୍ତ ପ୍ରସାରି ହେଉ ଓଡ଼ିଆ ସଂସ୍କୃତି

ଜାତି ପ୍ରୀତି ଭାଇଚାରା ନୀତି ଭିତରେ

ଆମ ଜଗନ୍ନାଥଙ୍କ ସଂସ୍କୃତି

ଚେତନା ଚୈତନ୍ୟ ଭିତରେ ଜାତୀୟ ପତାକା

ସାଲାମ ତୁମକୁ ନୀତି

ଆମ ସବୁ ରାଜ୍ୟ ମିଶି ଭାରତ ସ୍ବଦେଶ

ପାଇଁ ଜାଗ୍ରତ ହୁଅନ୍ତୁ ସର୍ବେ ଦେଶବାସୀ

ସଭିଏଁ ପଢିବେ ସଭିଏଁ ବଢିବେ ଆମରି ସଂସ୍କୃତି

ବିପ୍ଲବୀ ସୁବାଷ ବୋଷ କହିଥିଲେ ରକ୍ତ

 ଦିଅ ମତେ ରଖିବାକୁ ଜାତି ପ୍ରୀତି

ଆଜି ଏ ଦିନରେ ଶପଥ ନେବା ଗୁଳିବିଦ୍ଧକରି ଛାତି

ଗାଉଥିବା ଜନ ଗଣ ମନ ଅଧିନାୟକ ଜୟହେ

ଏହିତ ଉଚିତ ଦେଶ ପ୍ରେମ ପ୍ରୀତି।


Rate this content
Log in

Similar oriya poem from Abstract