STORYMIRROR

Lipsa Acharya

Classics

3  

Lipsa Acharya

Classics

ଜାଣେନା ତୁମେ ଭଲପାଅ କି ନା

ଜାଣେନା ତୁମେ ଭଲପାଅ କି ନା

1 min
285

ଜାଣେନା ତୁମେ ଭଲ ପାଅ କି ନା

ମୁଁ ତୁମକୁ ଦେଖେ ଲୁଚି ଲୁଚି

ପାଠାଗାରାର ବହି ଆଢୁଆଳରେ

ଭାବି ନିଏ ଟିକିଏ, ଖାସ୍ କହିବକି ଥରେ 

ଖୋଜି ଦିଅ ବହି ଖଣ୍ଡିଏ

ଜାଣିଚ୍ଥ, ତମର ଦରକାର ପଡୁଥିବା ପୁସ୍ତକ

ମୋ ପାଇଁ ପ୍ରେମର ଗୀତା ହେଇ ଝରିଯିବ

ଯାହାର ପ୍ରତ୍ଯେକ ଶବ୍ଦର ପବିତ୍ରତାକୁ 

ଜୀବନର ବ୍ରତ କରିଦେବି

ସେ ପାଠାଗାରା ମନର ମନ୍ଦିର ପାଲଟିବ 

କେବଳ ମୋରି ପାଇଁ

ଆବେଗ ଭରା ଆତ୍ମ ସମର୍ପଣରେ ପୂଜା କରିବି

କହି କି ଥରେ ଦେଖ,

ତୁମ ମୋତେ ଭଲପାଅ ବୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics