STORYMIRROR

Kamal Kumar Dash

Tragedy

3  

Kamal Kumar Dash

Tragedy

ଜାଣେନା କାହିଁକି

ଜାଣେନା କାହିଁକି

1 min
248



ଜାଣେନା କାହିଁ କି ତୁମେ ମୋ ମନରେ

କେବେ ଠୁ ଯାଇଛ ରହି

କେତେ ଚାହିଁ ଲେ ବି କେତେ ଭାବିଲେବି

ପାରେନି ତାକୁ ଭୁଲାଇ (1)

କାହିଁ କି କେଜାଣି ଏକେଲା ବେଳରେ

ମନେପଡ଼ ତୁମେ ବେସି

ଗଲା ସୃତି ସବୁ ମନ ଆକାଶରେ

ନାଚନ୍ତି ଓହ୍ଲାଇ ହସି (2)

କେବେ ଯଦି ଫେର ସେ ପାନ୍ଥଶାଳା ର

କାନ୍ଥ କୁ ଦେଖିବା ପାଇଁ

ହସି ଦେବ ଟିକେ ତା ଆଇନା ଆଗେ

ମୋ କଥା ମନେ ପକାଇ (3)

ମନେ ପକାଇବ ମୋର ସେ କବିତା

ଯାହା ଲେଖା ତୁମ ପାଇଁ

ମନେ ପକାଇବ ଗଲା ଦିନ କଥା

ଯାଇଛି ଯା ସୃତି ହୋଇ(4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy