Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Action

3  

Basanti Pattnaik

Action

ଜାଗୃତି

ଜାଗୃତି

1 min
237



ଜାଗି ଉଠରେ ଭାରତ ବାସୀ

  ଜାଗ୍ରତ ହୁଅ ସଂଜତ ହୁଅ

ଅଣ୍ଟା ସଳଖାଇ ସଜାଡି ହୁଅ


ଏହି ମା, ମାଟିର ସ୍ବାଧୀନତା ପାଇଁ

     ତା ସଂଗ୍ରାମୀ ପୁତ୍ର ଲଢିିିଛି ଜୀବନ ଦେଇ

 ବ୍ରିଟିଶ ଲାଠିର ମାଡକୁ ନ ଡରି ହସି

      ରକତ ଗାଳିଛି ଏଇ ମାଟି ମା ପାଇଁଁ


  ଆମରି ପରି କେତେ ବୀରା ନାରୀ 

            ସଂଗ୍ରାମ କରିଛି ଜୀବନ ଘାରୀ

 ଆଜି ଗରବ କରୁଛୁ ସ୍ବାଧିନତା ର ସ୍ଵାଦ ଚାଖି


       ଏହି ସ୍ବାଧିନତାକୁ ଆମକୁ ଦେଇ

   କେତେ ଜୀବନ ବଳୀଦାନ ଦେଲା

          ଆମରି ପାଇଁ

 ଜାଗି ଉଠରେ ଭାରତ ବାସୀ

  ଜାଗ୍ରତ ହୁଅ ସଂଜତ ହୁଅ

    ଅଣ୍ଟା ସଳଖାଇ ସଜାଡି ହୁଅ ।



Rate this content
Log in