Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Inspirational

2  

Manoj kumar Maharana

Inspirational

ଜାଗିଉଠ-ଯୁବଶକ୍ତି

ଜାଗିଉଠ-ଯୁବଶକ୍ତି

1 min
6.7K




ଯେଉଁଠି ଚିକିତ୍ସକ ବକ, ଓକିଲ କାକ

ପୋଲିସ ଶୃଗାଳ, ନେତା ଛାଗଳ

ଯୁବଶକ୍ତି ମେଷ, କୃଷକ ହ୍ରାସ....,,

ସେଇଠି ନାରୀର ଇଜ୍ଜତ, ପ୍ରେମର ମହତ୍ତ୍ବ ତୁଚ୍ଛ

କୁ-ଲୋକ ବହୁତ, ସୁକର୍ମ ଆହତ

ପୂଜା ଧର୍ମ ବିଲୁପ୍ତ, ସର୍ବେ ସ୍ଵାର୍ଥେ ଲିପ୍ତ ||

ହଜିଛି ସତ, କାହିଁ ସେ ଅତୀତ?

ଗରୀବର ଲୁହ, ବିକଳାଙ୍ଗଙ୍କ ମୁହଁ

ମୂଲ୍ୟହୀନ......,

ଏ ସବୁର କାରଣ ; ସ୍ବାର୍ଥୀ ମଣିଷ

ନ୍ୟୁନ ଜ୍ଞାନ......|


ହେ ଯୁବଶକ୍ତି !, ଜାଗିଉଠ....

ସ୍ବାର୍ଥ ଛାଡ଼, କରି ସାହସ

ସତ୍ୟ ପଥେ, ଦୁର୍ନୀତି ନାସ

ନିଜକୁ, ଦେଶକୁ ବଦଳାଅ,

ନଚେତ ଏ ଦେଶର ଭବିଷ୍ୟତ..

ନଭେ ଅଦୃଶ୍ୟ ଇନ୍ଦୁରବି ସଦୃଶ୍ୟ ହେବ..

ଆଉ ଆଲୋକ ନଥିବ ଅନ୍ଧକାର ହେବ... ||


Rate this content
Log in

Similar oriya poem from Inspirational