STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଜାଗ ଓ ଜଗାଅ

ଜାଗ ଓ ଜଗାଅ

1 min
13.5K


ନବୀନ ଦେଶରେ

ଆସିଛି ଜାନୁଆରୀ

ହୁଅ ସଜବାଜ

ଏବେ ଠୁଁ ଗିରିଧାରୀ ।

ସଭିଏଁ ଏକାଠି

ତଡିବା ଦୂରାଚାର ।

ସମୟ ସ୍ରୋତରେ

ହଟିବ କୁସଂସ୍କାର ।

ଏହି କଥା ବାବୁ

କହେ ଆମ ଦର୍ଶନ ।

ଏବେ ଠାରୁ ଜାଗ

ଜଗାଅ ପରିଜନ ।

ଏଥର ନ ହେଲେ

ଆଗାମୀ ବରଷରେ ।

ପ୍ରତିଷ୍ଠିତ ହେବ

ସଂହତି ସମାଜରେ ।


Rate this content
Log in

Similar oriya poem from Classics