STORYMIRROR

Sunanda Mohanty

Drama Fantasy Thriller

3  

Sunanda Mohanty

Drama Fantasy Thriller

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
142


ଇନ୍ଦ୍ରଧନୁ ସେତ ଆକାଶର ସଞ୍ଜବତୀଅବନ୍ତି ନଗର ପାଖାପାଖି ସେ ମଉନାବତୀରାଜକନ୍ୟା କେଉଁ ଅଭିଶାପ ପାଇ ସତୀଆଜିବି ଜାଳୁଛି ମେଘ ରାଇଜରେ ଇନ୍ଦ୍ରାବତୀସଜ ସୁକୁମାରୀ ନହୁଲି ଅଳସୀ ଫୁଲମତୀଗଭାର ଗଜରା ପ୍ରତିଫଳନରେ ଇନ୍ଦ୍ରଧନୁବତିସାତରଙ୍ଗର ଓଢଣୀରେ ତାର ପ୍ରତିଫଳିତ ପ୍ରୀତିଇନ୍ଦ୍ରଧନୁ ସତେ ଇନ୍ଦ୍ରଙ୍କ ଧନୁ ଭାଙ୍ଗିବକି ଲାଜବତୀଧରାରେ ଦେଖନ୍ତି ଇନ୍ଦ୍ରଧନୁ ବରଷା କାଳେ ସଂପ୍ରତ୍ତିରାଜକନ୍ୟା ବୋଲି ଦୀପରେ ସାତରଙ୍ଗ ସାଥେ ସତୀଆକାଶରୁ ନିଳୀମା ଚୋରାଇ ପ୍ରଜାପତିଠୁ ପାଇ ପ୍ରତିଶ୍ରୁତିମଉନାବତୀ ଇନ୍ଦ୍ରଧନୁ ଙ୍କୁ କରି ପୀରତି ନିତିଜାଳି ଦିପାଳି ଥାଳି ପାଇଛନ୍ତି ଅସରନ୍ତି ପ୍ରତିଶ୍ରୁତିନାଲି ଶଙ୍ଖା ସିନ୍ଦୁର ଅଳତା ଆଣେ ପ୍ରତିଫଳନ ନିତିଗୁଣ୍ଡିଚା ଯାତ୍ରାରେ ନବଦିନ ଯାଏଁ ଇନ୍ଦ୍ରଧନୁ ବତିଜାଳି ମାନସିକ କରି ରାଜକନ୍ୟା ଇନ୍ଦ୍ରଧନୁର କତିବସି ମନମାରି ଦେଖି ଶ୍ରାବଣୀ ର ଅଧୋଗତିଇନ୍ଦ୍ରଧନୁ ପରି ବତି ଜାଳି ପାଇ ପ୍ରତିଶ୍ରୁତିନୀଳାଦ୍ରି ବିଜେ ହେବେ ଚତୁର୍ଦ୍ଧା ରହିଯା ବର୍ଷା କରି ସ୍ତୁତିଇନ୍ଦ୍ରଧନୁ ସଙ୍ଗେ ଭାବ ଯୋଡ଼ି ଭାବ ପିରତିରହିଯା ମେଘ ଆଉ ଦିଘଡି,ହୋଇ କାକୁତି ମିନତିଇନ୍ଦ୍ରଧନୁ କାନେ ସେ ରାଜଜେମା କହନ୍ତି ନିତିମନ୍ଦିରେ ଠାକୁର ନୀଳ କନ୍ଦରରେ ଏଥର ବର୍ଷାଦେଖା ତୋ ଭୀତି,ଇନ୍ଦ୍ରଧନୁ ସଙ୍ଗେ ଭାବ ଅତିରୁ ଇତିବରଷା ପଡ଼ିଲେ ଧରାରେ ସାଧବବୋହୁର ଗତି ମୁକ୍ତି।



Rate this content
Log in

Similar oriya poem from Drama