STORYMIRROR

shaikh mozahid mahatab

Romance

3  

shaikh mozahid mahatab

Romance

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
63


ସୁନା ଚେହେରାଟି, 

ରୂପା ଆଇନାରେ, 

ହୀରା ପରି ଚକ ଚକ କରୁଥିଲା...


ଗୋରା କପାଳକୁ,

କଳା ଟିକିଲିଟା, 

ନାଲି ଜହ୍ନ ପରି ବାରି ହେଇ ପଡୁଥିଲା... 


ସୂର୍ଯ୍ୟମୁଖୀ ମୁହଁଟାରେ,

ଚମ୍ପା ଫୁଲିଆ ହସଟା, 

ଚପଳା ନୀଳ କଇଁ ପରି ଲାଗୁଥିଲା...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance