STORYMIRROR

Sudhir Kumar Panda

Romance

1  

Sudhir Kumar Panda

Romance

ଈର୍ଷା

ଈର୍ଷା

1 min
383


ମନେ ମୋର ହେଉଥାଏ ପ୍ରୀତି ଧାରା ବର୍ଷା

କେବେ ମୁହିଁ କରେନାହିଁ କାହା ପ୍ରତି ଈର୍ଷା।

ଈର୍ଷା ଏକ ଦୁଷ୍ପ୍ରଭାବ ଜାଳି ପୋଡି ମରେ

ସୁନ୍ଦର ସୁଖ ସ୍ବଭାବ ପ୍ରକୃତିକୁ ମାରେ।

ତଥାପି ଟିକିଏ ଈର୍ଷା ମନେ ମୋର ଆସେ

ପ୍ରୀୟା ମୋ କଣେଇ ଚାହିଁ ଆଉ କା'ରେ ହସେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Romance