STORYMIRROR

Susanta kumar Patra

Tragedy

3  

Susanta kumar Patra

Tragedy

ଇଏ କେମିତିକା ମଣିଷ ?

ଇଏ କେମିତିକା ମଣିଷ ?

1 min
13.6K




କି କେମିତିକା ମଣିଷ,

କି କେମିତିକା ମଣିଷ ?

ଯାହାଲାଗି ସୃଷ୍ଟି ବଂଚିଛି,

ତାକୁ କରୁଛି କିପରି ବିନାଶ

କି କେମିତିକା ମଣିଷ?

ନାରୀହିଁ ସୃଷ୍ଟିର ଆଧାର,

ତା ବିନା ଅଚଳ ଏ ସଂସାର,

ଝିଅ ଜନ୍ମ ଦେବାକୁ ମନ ମାଆ ର,

କିନ୍ତୁ ବାପ କହେ,

ପୁଅ ବଂଶ ରକ୍ଷା କରିବ ମୋହର

କି କେମିତିକା ମଣିଷର ବିଚାର ?

ଏଇ କେମିତିକା ମଣିଷର ବିଚାର?


ଇଏ କେମିତିକା ମଣିଷ,

ଇଏ କେମିତିକା ମଣିଷ

ଗୋଟିଏ ପୁତ୍ର ପାଇଁ,

କନ୍ୟାଭ୍ରୁଣ ହତ୍ୟା କରୁଚି ଅଶେଷ

ଇଏ କି ବିଚାର ବୁଦ୍ଧି ସମ୍ପର୍ଣ୍ଣ ମଣିଷ

ଇଏ କେମିତିକା ମଣିଷ ?

ଇଏ କେମିତିକା ମଣିଷ?


ସୁଶାନ୍ତ କୁମାର ପାତ୍ର

ଦରପଦା, ନୟାଗଡ଼

mob 9851444543


Rate this content
Log in

Similar oriya poem from Tragedy