STORYMIRROR

Dr Simant Kumar Nanda

Inspirational

3  

Dr Simant Kumar Nanda

Inspirational

ଇଦ୍ ମୁବାରକ୍: ମୋ ସମ୍ମୁଖେ ଦଣ୍ଡ

ଇଦ୍ ମୁବାରକ୍: ମୋ ସମ୍ମୁଖେ ଦଣ୍ଡ

1 min
136

ମୋ ସମ୍ମୁଖେ ଦଣ୍ଡାୟମାନ 

ୟେ *ଖୁଦ୍ଦାହ ମେରେ ଶାନ * 

ପ୍ରେମର ଖଣି ଅଦୃଷ୍ଟ ସିଏ 

 *ଏହସାସ* ତାଙ୍କର ନାମ


ନୁହେଁ ମୁଁ ତୁମହାରା *ପାୟମ୍ବର * 

ସୁନ ମୋରେ ବାତ୍ ୟେ *ଆଲ୍ଲା* 

ବାଚିତ୍ ଚାହାତା ହୁଁ ତେରେ ସାଥ 

ମେଣ୍ଟିବ ଆଶା ଭଲା।


 **ମୋଲ୍ଲା* ! ଶୁନୋ ମୋରେ ବାତ୍

ଭେଟିବ ଯେବେ ଆଲ୍ଲା କହିବ ଟିକେ ଭଲା 

ମସ୍ତ୍ ଅଛି ମୁଁ *ଆଲ୍ଲା କେ ବାସ୍ତେ* 

ମୁଝେ ଜଲଦି ନା ବୁଲା।


ହିନ୍ଦୁ ମୁସଲିମ ଭାଇ ଭାଇ

କ୍ୟା ବତାଉଁ ୟାର 

ଦୁଇ ଭାଇଙ୍କ ଜଣା ପଡ଼ିଲା 

 *ଗେହେରା ହେ ୟେ ପ୍ୟାର୍*


ଏହି କବିତା ଲେଖା ଯାଇଛି 

ସାରା ବିଶ୍ଵର ପାଇଁ

ସଭିଏଁ ଆମେ ଭଉଣୀ ଭାଇ

ପର ଆପଣା ନାହିଁ।


ଭାଇଚାରାର ଡୋରରେ ବନ୍ଧା 

ଭାରତବାସୀ ଆମେ 

ଈଶ୍ୱର ଯିଏ ଅଲ୍ଲାହା ସିଏ

ସତ୍ୟ ଅହିଂସା ପ୍ରେମେ

ଶାନ୍ତି ମଶାଲ ହାତରେ ଧରି

ବୁଲିବା ବିଶ୍ୱ କର୍ମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational