STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ହଟିଆ ଠାକୁର

ହଟିଆ ଠାକୁର

1 min
133

ତୋର ବଡଦାଣ୍ଡ ଧୂଳି ମିଳୁନାହିଁ ଭକ୍ତଙ୍କ ଆଖିରେ ଲୁହ ବଡ଼ଦେଉଳର ବଡ଼ ଠାକୁର ହେ ମୌନ କିମ୍ପାଇ କୁହ l ହଟିଆ ଠାକୁର କି ଲୀଳା କରିଲ ମହାମାରୀକୁ ଆଣି ଦର୍ଶନ ବିନା ଭକତ କାନ୍ଦନ୍ତି ପାରୁନାହଁ ତୁମେ ଜାଣି ହେ ଅନ୍ତର୍ଯ୍ୟାମୀ ଗମ୍ଭିରା ଭିତରେ ମୌନ ହୋଇ ବସିଛ ଭକ୍ତଙ୍କ ପାଖରୁ ଦୂର ହୋଇ କରି କେମିତି ଚୁପ ରହିଛ ତୁମେ ହର୍ତ୍ତା କର୍ତ୍ତା ଭାଗ୍ୟ ବିଧାତା ପରୀକ୍ଷା କର କିମ୍ପାଇ ଅମୃତ ଦୃଷ୍ଟିରେ ଚାଂହିଦିଅ ଥରେ ପ୍ରାଣୀଙ୍କ ମଙ୍ଗଳ ପାଇଁ ତୁମ ସଂସାରରୁ କରୋନା ରାକ୍ଷାସ ନିପାତ ହୋଇଯାଉ ଯୁଗଯୁଗ ପାଇଁ ନୀଳାଚଳ ଧାମେ ପତାକା ଉଡୁଥାଉ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational